ବିଜେପି ଛାଡ଼ିଲେ କାଳୁ ଖଣ୍ଡାୟତରାୟ


ଖୋର୍ଦ୍ଧାରୁ BJPର ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କ ଇସ୍ତଫା।ଟିକେଟ୍ କଟିବା ପରେ ବିଜେପି ଛାଡ଼ିଲେ କାଳୁ।ଖୋର୍ଦ୍ଧାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି କହିଲେ।କାଳୁଙ୍କ ସହ ଇସ୍ତଫା ଦେଲେ ଶତାଧିକ ସମର୍ଥକ।ସାମ୍ବାଦିକ ସମ୍ମିଳନୀ କରି କାଳୁ ଖଣ୍ଡାୟତରାୟଙ୍କ ସୂଚନା।


error: Content is protected !!