September 21, 2026

Now Odisha

Now Odisha

ପୁଣି ରାଜଧାନୀରେ ଫୁଟିଲା ଗୁଳି, 

Spread the love

ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି।
ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ ମସଗୁଲ ଥିଲେ ଶ୍ରଦ୍ଧାଳୁ। ହେଲେ ଏହି ଆନନ୍ଦର ମାହୋଲ କ୍ଷଣକ ମଧ୍ୟରେ ରଣକ୍ଷେତ୍ରରେ ପରିଣତ ହୋଇଯାଇଛି। ଫେସ୍‌ବୁକ୍‌ ଲାଇଭରେ ବିବାଦୀୟ ମନ୍ତବ୍ୟ ପରେ ଗୁଳିକାଣ୍ଡ ଘଟିଛି। ଘାଟିକିଆର ଏକ ଗଣେଶ ବିସର୍ଜନ ସମୟରେ ଫାଙ୍କା ଗୁଳିଚାଳନା ହୋଇଛି। ଦୁଇ ପକ୍ଷର ଆକ୍ରମଣରେ ଆହତ ୫ ଯୁବକ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ଛାନ୍‌ଭିନ୍‌ ଚଳାଇଛି।

error: Content is protected !!