ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ମୃତଦେହ


ଭରତପୁର ଫାୟାର ଷ୍ଟେସନ ବସ୍ତିରୁ ମୃତଦେହ ଉଦ୍ଧାର।ମୃତକ ବିଷ୍ଣୁପ୍ରିୟା ରାଉତ, ଭଡ଼ା ଘରେ ରହୁଥିଲେ।ବିଷ୍ଣୁପ୍ରିୟାଙ୍କ ସହ ଭଡ଼ା ଘରେ ରହୁଥିବା ଯୁବତୀ ଫେରାର।ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ।ପୋଲିସ ସହ ଘଟଣାର ତଦନ୍ତ କରୁଛି ସାଇଣ୍ଟିଫିକ ଟିମ୍‌।


error: Content is protected !!