ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ତାଲିକା ପ୍ରକାଶ କରିଛି


ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ତାଲିକା ପ୍ରକାଶ କରିଛି । ୧୪୭ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ପ୍ରକାଶ କରିଛି ବିଜେଡ଼ି । ଦଳ ଗତଥର ପ୍ରାର୍ଥୀ କରିଥିବା ୧୪୭ ବିଧାୟକଙ୍କ ଭିତରୁ ୪ଜଣଙ୍କୁ ଦଳରୁ ବହିଷ୍କାର କରିଛି । ୩୬ଜଣଙ୍କ ଉପରେ ଦଳ ଭରଷା କରିପାରିନି ।୪୦ ଜଣ ନୂଆ ପ୍ରାର୍ଥୀ ଦଳ ଦେଇଛି । ଏଥି ସହ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାଂସଦ ପ୍ରାର୍ଥୀ ପାଇଁ ମନୋନୀତ କରିଛି ।ବିଜେଡିର ପୂର୍ଣ୍ଣାଙ୍ଗ ବିଧାୟକ ପ୍ରାର୍ଥୀ ତାଲିକା୧.ବିଷମ କଟକ – ଜଗନ୍ନାଥ ସାରକା।୨) ଗୁଣୁପୁର – ରଘୁନାଥ ଗମାଙ୍ଗ୩) ରାୟଗଡା – ଅନୁସୂୟା ମାଝୀ**୪) ବରଗଡ – ଦେବେଶ ଆଚାର‌୍ୟ୍ୟ**୫) ବିଜେପୁର – ରୀତା ସାହୁ**୬) ଅତାବିରା – ସେହ୍ନାଙ୍ଗିନୀ ଛୁରିଆ**୭) ଭଟଲି – ସୁଶାନ୍ତ ସିଂ**୮) ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର**୯) ବସ୍ତା – ସୁବାସିନୀ ଜେନା**୧୦) ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ**୧୧. ଭଦ୍ରକ – ପ୍ରଫୁଲ ସାମଲ**୧୨.ବାସୁଦେବପୁର – ବିଷ୍ମୁବତ୍ର ରାଉତରାୟ**୧୩.ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ**୧୪.ଚାନ୍ଦବାଲି – ବ୍ୟୋମକେଶ ରାୟ**୧୫.ବିଞ୍ଝାରପୁର – ପ୍ରମିଳା ମଲ୍ଲିକ**୧୬.ଧର୍ମଶାଳା – ପ୍ରଣବ ବଳବନ୍ତରାୟ**୧୭.ଯାଜପୁର – ସୁଜାତା ସାହୁ**୧୮.ସୁକିନ୍ଦା – ପ୍ରୀତିରଞ୍ଜନ ଘଡେଇ**୧୯.ଢେଙ୍କାନାଳ – ସୁଧୀର ସାମଲ**୨୦.କାମାକ୍ଷାନଗର – ପ୍ରଫୁଲ କୁମାର ମଲ୍ଲିକ**୨୧.ପରଜଙ୍ଗ – ନୃସିଂହ ସାହୁ**୨୨.ପାଲଲହଡା – ମୁକେଶ ପାଲ**୨୩.ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା**୨୪.ସୋନପୁର – ନିରଞ୍ଜନ ପୂଜାରୀ**୨୫.ଲୋଇସିଂହା – ନିହାର ରଞ୍ଜନ ବେହେରା**୨୬.ପାଟଣାଗଡ – ସରୋଜ ମେହେର**୨୭. ବଲାଙ୍ଗୀର – କଳିକେଶ ନାରାୟଣ ସିଂହଦେଓ**୨୮.ଟିଟିଲାଗଡ – ଟୁକୁନି ସାହୁ**୨୯.ନୂଆପଡା – ରାଜେନ୍ଦ୍ର ଢୋଲକିଆ**୩୦.ଉମରକୋଟ – ନବୀନା ନାୟକ**୩୧.ଝରିଗାଁ – ରମେଶ ଚନ୍ଦ୍ର ମାଝୀ**୩୨.ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ**୩୩.ଡାବୁଗାଁ – ମନୋହର ରନ୍ଧାରୀ**୩୪.ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ**୩୫.ଜୁନାଗଡ – ଦିବ୍ୟଶଙ୍କର ମିଶ୍ର**୩୬.ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ**୩୭.ଭବାନୀପାଟଣା – ଲତିକା ନାୟକ**୩୮.ଜି ଉଦୟଗିରି – ସାଲୁଗା ପ୍ରଧାନ**୩୯.କଣ୍ଟାମାଳ – ମହିଧର ରଣା**୪୦.ବୌଦ୍ଧ – ପ୍ରଦୀପ କୁମାର ଅମାତ**୪୧.ବଡମ୍ବା – ଦେବୀ ପ୍ରସାଦ ମିଶ୍ର**୪୨.ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ**୪୩.ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ**୪୪.କଟକ ଚୌଦାର – ସୌଭିକ ବିଶ୍ୱାଳ**୪୫.ନିଆଳି – ପ୍ରମୋଦ ମଲ୍ଲିକ**୪୬.କଟକ ସଦର – ଚନ୍ଦ୍ରସାରଥୀ ବେହେରା**୪୭.ପାଟକୁରା – ଅରବିନ୍ଦ ମହାପାତ୍ର**୪୮.ଆଳି – ପ୍ରତାପ ଦେବ**୪୯.ରାଜନଗର – ଧ୍ରୁବ ସାହୁ**୫୦.ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ**୫୧.ପୁରୀ – ସୁନୀଲ ମହାନ୍ତି**୫୨.ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ**୫୩.ସତ୍ୟବାଦୀ – ସଞ୍ଜୟ ଦାସବର୍ମା**୫୪.ପିପିଲି – ରୁଦ୍ର ପ୍ରସାଦ ମହାରଥୀ**୫୫.ଜଟଣୀ – ବିଭୂତି ବଳବନ୍ତରାୟ**୫୬.ରଣପୁର – ସତ୍ୟନାରାୟଣ ପ୍ରଧାନ**୫୭.ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା**୫୮.ନୟାଗଡ – ଅରୁଣ ସାହୁ**୫୯.ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ**୬୦.ପୋଲସରା – ଶ୍ରୀକାନ୍ତ ସାହୁ**୬୧.କବିସୂର‌୍ୟ୍ୟନଗର – ଲତିକା ପ୍ରଧାନ**୬୨.ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା**୬୩.ସୋରଡା – ସଂଘମିତ୍ରା ସ୍ୱାଇଁ**୬୪.ହିଞ୍ଜିଳି – ନବୀନ ପଟ୍ଟନାୟକ**୬୫.ଗୋପାଳପୁର – ବିକ୍ରମ କୁମାର ପଣ୍ଡା**୬୬.ଦିଗପହଣ୍ଡି – ବିପ୍ଲବ ପାତ୍ର**୬୭.ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ**୬୮.କୋଟପାଡ – ଚନ୍ଦ୍ରଶେଖର ମାଝୀ**୬୯.କୋରାପୁଟ – ରଘୁରାମ ପୋଡାଲ**୭୦.ମାଲକାନଗିରି – ମାନସ ମାକାମ୍ବୀ**୭୧.କାଶୀପୁର – ବଦ୍ରିନାରାୟଣ ପାତ୍ର**୭୨.ପାଟଣା – ଜଗନ୍ନାଥ ନାୟକ**୭୩.ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା**୭୪.ଲକ୍ଷ୍ମୀପୁର -ପ୍ରଭୁ ଜାନି**୭୫.ପାରାଦୀପ-ଗୀତାଞ୍ଜଳି ରାଉତରାୟ**୭୬.ସମ୍ବଲପୁର-ପ୍ରସନ୍ନ ଆଚାର‌୍ୟ୍ୟ**୭୭.ରେଢାଖୋଲ-ରୋହିତ ପୂଜାରୀ**୭୮.ତେଲକୋଇ-ମାଧବ ସର୍ଦ୍ଦାର**୭୯.ତାଳଚେର-ବ୍ରଜ କିଶୋର ପ୍ରଧାନ**୮୦.ନର୍ଲା-ମନୋରମା ମହାନ୍ତି**୮୧.ବାଲିଗୁଡା-ଚକ୍ରମଣି କହଁର**୮୨.ଚିଲିକା-ରଘୁନାଥ ସାହୁ**୮୩.ବଡଚଣା-ବର୍ଷା ପ୍ରିୟଦର୍ଶିନୀ**୮୪.ଆନନ୍ଦପୁର-ଅଭିମନ୍ୟୁ ସେଠୀ**୮୫.କେନ୍ଦ୍ରାପଡା-ଗଣେଶ୍ୱର ବେହେରା**୮୬.ଚମ୍ପୁଆ-ସନାତନ ମହାକୁଡ**୮୭.ସାରସକଣା-ଦେବାଶିଷ ମାରାଣ୍ଡି**୮୮.କରଞ୍ଜିଆ-ବାସନ୍ତୀ ହେମ୍ବ୍ରମ**୮୯.ରେମୁଣା-ବିଦ୍ୟାସ୍ମିତା ମହାଳିକ**୯୦.ସିମୁଳିଆ-ସୁଭାଷିନୀ ସାହୁ**୯୧.ରଘୁନାଥପାଲୀ-ଅର୍ଚ୍ଚନା ବେହେରା**୯୨.ବାଲିକୁଦା ଏରସମା- ସାରଦା ଜେନା**୯୩.ବରୀ-ବିଶ୍ୱରଂଜନ ମଲ୍ଲିକ**୯୪.କାକଟପୁର-ତୁଷାରକାନ୍ତି ବେହେରା**୯୫.ହିନ୍ଦୋଳ-ମହେଶ ସାହୁ**୯୬.ବାଙ୍ଗିରିପୋଷି- ରଞ୍ଜିତା ମାରାଣ୍ଡି**୯୭.ଚିତ୍ରକୋଣ୍ଡା- ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ**୯୮.କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ**୯୯.ପଦ୍ମପୁର- ଶ୍ରୀମତୀ ବର୍ଷାସିଂହ ବରିହା**୧୦୦) କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ**୧୦୧. ବେଗୁନିଆ -ପ୍ରଦୀପ ସାହୁ**୧୦୨.ଅନୁଗୁଳ- ଶ୍ରୀମତୀ ସଂଯୁକ୍ତା ସିଂହ**୧୦୩.ନିମାପଡ଼ା- ଦିଲ୍ଲୀପ କୁମାର ନାୟକ**୧୦୪.ସାନଖେମୁଣ୍ଡି- ମିସ୍ ସୁଲକ୍ଷଣା ଗୀତାଞ୍ଜଳି ଦେବୀ**୧୦୫.ଜୟପୁର- ଡ. ଇନ୍ଦିରା ନନ୍ଦ**୧୦୬.ରେଢ଼ାଖୋଲ- ପ୍ରସନ୍ନ ଆଚାର‌୍ୟ୍ୟ**୧୦୭.ସମ୍ବଲପୁର- ରୋହିତ ପୂଜାରୀ**୧୦୮.ବଣାଇ-ଭୀମସେନ ଚୌଧୁରୀ**୧୦୯.ବାରିପଦା-ସାନନ୍ଦ ମାରାଣ୍ଡି**୧୧୦.ବ୍ରଜରାଜନଗର-ଅଳକା ମହାନ୍ତି**୧୧୧.ଝାରସୁଗୁଡା-ଦୀପାଳି ଦାସ**୧୧୨.ତାଳସରା-ବିଜୟ ଟପ୍ପୋ**୧୧୩.ସୁନ୍ଦରଗଡ-ଯୋଗେଶ ସିଂହ**୧୧୪,ରାଜଗାଙ୍ଘପୁର-ଅନୀଲ ବାର୍ଲା**୧୧୫. ଯଶୀପୁର-ଚକ୍ରଧର ହେମ୍ବ୍ରମ୍**୧୧୬. ଉଦଳା-ଶ୍ରୀନାଥ ସୋରେନ**୧୧୭.ବଡସାହି-ଅନସୂୟା ପାତ୍ର**୧୧୮.ମୋରଡା-ପ୍ରୀତିନନ୍ଦା କାନୁନଗୋ**୧୧୯.ସୋର-ମାଧବ ଧଡା**୧୨୦.ଆଠମଲ୍ଲିକ- ନଳିନୀ ପ୍ରଧାନ**୧୨୧.ବୀରମହାରାଜପୁର-ପଦ୍ମନାଭ ବେହେରା**୧୨୨,ଖଡିଆଳ-ଅଧିରାଜ ପାଣିଗ୍ରାହୀ**୧୨୩.ଫୁଲବାଣୀ-ଜୟଶ୍ରୀ କହଁର**୧୨୪.ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା,**୧୨୫.ତିର୍ତ୍ତୋଲ-ରମାକାନ୍ତ ଭୋଇ**୧୨୬.ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି**୧୨୭.ଭୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ**୧୨୮.ଏକାମ୍ର-ଅଶୋକ ପଣ୍ଡା**୧୨୯.ଖଲ୍ଲିକୋଟ-ସୂର‌୍ୟ୍ୟମଣି ବୈଦ୍ୟ**୧୩୦. ଆସିକା – ମଞ୍ଜୁଲତା ସ୍ୱାଇଁ**୧୩୧. ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ**୧୩୨. ପାରଳାଖେମୁଣ୍ଡି-ରୂପେଶ ପାଣିଗ୍ରାହୀ**୧୩୩. ମୋହନା-ଅନ୍ତର‌୍ୟ୍ୟାମୀ ଗମାଙ୍ଗୋ**୧୩୪. ପଟାଙ୍ଗୀ-ପ୍ରଫୁଲ୍ଲ ପାଙ୍ଗୀ**୧୩୫. ରେଙ୍ଗାଲି-ସୁଦର୍ଶନ ହରିପାଲ**୧୩୬. ରାଉଲକେଲା-ଶାରଦା ନାୟକ**୧୩୭. ବୀରମିତ୍ରପୁର-ରୋହିତ ଯୋଶେଫ ତିର୍କୀ**୧୩୮. କେନ୍ଦୁଝର-ମୀନା ମାଝୀ**୧୩୯. ରାଇରଙ୍ଗପୁର-ରାଇସିଂ ମୁର୍ମୁ**୧୪୦. ବାଲେଶ୍ୱର-ସ୍ୱରୂପ ଦାସ**୧୪୧. ବାରବାଟୀ କଟକ- ପ୍ରକାଶ ବେହେରା**୧୪୨. ସାଲେପୁର- ପ୍ରଶାନ୍ତ ବେହେରା**୧୪୩. ଜୟେଦେବ-ନବକିଶୋର ମଲ୍ଲିକ**୧୪୪. ସନ୍ଧ୍ୟାରାଣୀ ଦାସ- କୋରେଇ**୧୪୫. ଖଣ୍ଡପଡ଼ା – ସାବିତ୍ରୀ ପ୍ରଧାନ**୧୪୬. ନୀଳୀଗିରି – ସୁକାନ୍ତ ନାୟକ**୧୪୭. ଦେବଗଡ଼ – ରୋମାଞ୍ଚ ରଞ୍ଜନ ବିଶ୍ୱାଳ**ବାଦ୍ ପଡିଛନ୍ତି**୧)ସୀମାରାଣୀ ନାୟକ-ହିନ୍ଦୋଳ-ଦଳ ଛାଡିଛନ୍ତି**୨)ଅରବିନ୍ଦ ଢାଲି-ଜୟଦେବ-ଦଳ ଛାଡିଛନ୍ତି**୩)ଭାଗୀରଥି ସେଠୀ-ଆନନ୍ଦପୁର-ଦଳ ଛାଡିଛନ୍ତି**୪)ଅମର ପ୍ରସାଦ ଶତପଥି-ବଡଚଣା**୫)ଅଙ୍ଗଦ କହଁର-ଫୁଲବାଣି**୬)ବିଜୟ ଶଙ୍କର ଦାସ-ତିର୍ତ୍ତୋଲ**୭)ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ସିମୁଳିଆ**୮)କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା**୯)ପର୍ଶୁରାମ ଧଡା-ସୋର**୧୦)ପ୍ରତାପ ଜେନା-ମାହାଙ୍ଗା**୧୧)ପ୍ରେମାନନ୍ଦ ନାୟକ-ତେଲକୋଇ**୧୨)ରଘୁନାଥ ଦାସ-ବାଲିକୁଦ-ଏରସମା**୧୩)ରଜନିକାନ୍ତ ସିଂହ-ଅନୁଗୁଳ**୧୪)ସମ୍ବିତ ରାଉତରାୟ-ପାରାଦୀପ**୧୫)ସମୀର ରଞ୍ଜନ ଦାଶ-ନିମାପଡା**୧୬)ଶଶୀ ଭୂଷଣ ବେହେରା-କେନ୍ଦ୍ରାପଡା**୧୭)ସାବିତ୍ରୀ ଅଗ୍ରୱାଲ-ପାଟକୁରା**୧୮)ସୁନନ୍ଦା ଦାସ-ବରୀ**୧୯)ଅନନ୍ତ ଦାସ-ଭୋଗରାଇ**୨୦)ଜ୍ୟୋତିନ୍ଦ୍ରନାଥ ମିତ୍ର-ଖୋର୍ଦ୍ଧା**୨୧)ଅରୁନ୍ଧତୀ ଦେବୀ-ଦେବଗଡ**୨୨) ଭୁପିନ୍ଦର ସିଂହ – ନର୍ଲା**୨୩) ଅଶୋକ ବଳ – କୋରେଇ**୨୪) ମୌସଧୀ ବାଗ୍‌- ଧର୍ମଗଡ଼**୨୫) ନତ୍ୟାନନ୍ଦ ସାହୁ – ବସ୍ତା**୨୬) ପ୍ରୀତମ ପାଢ଼ୀ – ପଟ୍ଟାଙ୍ଗୀ**୨୭) ପ୍ରକାଶ ଚନ୍ଦ ମାଝୀ – ଝରିଗାଁ**୨୮) ପୂର୍ଣ୍ଣଚନ୍ଦ୍ର ବାକା – ଚିତ୍ରକୋଣ୍ଡା**୨୯) ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ – ସୋରଡ଼ା**୩୦) ରାଜକିଶୋର ଦାସ – ମୋରଡ଼ା**୩୧) ରମେଶ ଚନ୍ଦ୍ର ସାଏ – ଆଠମଲିକ**୩୨) ସଦାଶିବ ପ୍ରଧାନୀ- ନବରଙ୍ଗପୁର**୩୩) ସୁବତ୍ର ତରାଇ- ରଘୁନାଥପାଲୀ**୩୪) ମୀନାକ୍ଷୀ ମହାନ୍ତ – ଚମ୍ପୁଆ**୩୫) ପଦ୍ମୀନ ଦିଆନ – କୋଟପାଡ଼**୩୬) ଉଷା ଦେବୀ – ଚିକିଟି**ବିଜେଡି ଦଳରୁ ବହିଷ୍କୃତ ହେଇଥିବା ନେତା**

୧)ପ୍ରଦାପ ପାଣିଗ୍ରାହୀ-ଗୋପାଳପୁର

୨)ପ୍ରଶାନ୍ତ ଜଗଦ୍ଦେବ-ଚିଲିକା

୩)ସୌମ୍ୟରଞ୍ଜନ ପଟ୍ଟନାୟକ-ଖଣ୍ଡପଡା

୪)ସୁଧାଂଶୁ ଶେଖର ପରିଡା-ରେମୁଣା ସଂଗ୍ରହ ଶୁଭେଚ୍ଛା ଅମିତ୍ କୁମାର।


error: Content is protected !!