ପ୍ରାର୍ଥୀଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି


ବନ୍ଧୁ ମାନଙ୍କୁ ଅନୁରୋଧ , ଏଇ Analysis କୁ ସମ୍ଭାଳି ରଖନ୍ତୁ ।୩୦.୩.୨୦୨୪ ରେ ପ୍ରସ୍ତୁତ କରିଥିଲି ।ୟା ଭିତରେ ଅନେକ ବେଲଜ୍ୟା ଶଙ୍ଖ /ପଦ୍ମ ନେତା ନେତ୍ରୀ ମାଙ୍କଡ/ ମାଙ୍କଡି ସାଜି ଦଳ ଡିଆଁ କରିଛନ୍ତି ।ଅମୀୟ ପ୍ରଧାନ ହାୱରେ କହେନି ।ପ୍ରକୃତ ADR ତଥ୍ୟକୁ ତର୍ଜମା କରି କହିଥାଏ ।ତଳେ ରିମାର୍କ ଦେଖନ୍ତୁ ।ବୁଝି ପାରିବେ ଓ ନିଜେ Analysis କରି ପାରିବେ ।୧୧ ଜଣ ୫୦ ହଜାର ତଳକୁ ଜିତିଥିଲେ ।ଭୁବନେଶ୍ୱର,ସମ୍ବଲପୁର,ବାଲେଶ୍ଵର,ପୁରୀ ପ୍ରାର୍ଥୀଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି। ଫଳାଫଳ ଯାହା ହେଉ ନା କାହିଁକି ରାଜନୀତି ରେ ରୁଚି ଥିବା ଅନ୍ଧ ଭକ୍ତ /ଚେଲାଙ୍କ ପାଇଁ ଏହା ଦର୍ପଣ ପରି କାମ କରିବ । ଜୁନ ୧ ରେ ପାବ୍ଲିଶ କରିବି କିଏ କେଉଁଠି ଜିତିବ । ୨୦୧୯ ଓ ୨୦୧୪ ଭିତରେ ବହୁତ୍ ଫରକ୍ ରହିଛି ।


error: Content is protected !!