BJDକୁ ଭାଙ୍ଗିବାକୁ ପ୍ରୟାସ କରୁଛି BJP


ପାଣ୍ଡିଆନ।୨୦୨୪ରେ ୫୦-୬୦ ଆସନ ଜିତିବୁ କହୁଛି BJP।ନିର୍ବାଚନ ପରେ BJDକୁ ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି।ଟିକେ ଅଧିକା ଆସନରେ ଜିତି ସରକାର ଭାଙ୍ଗିବାକୁ ଚାହୁଁଛନ୍ତି।ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରି ସରକାର ଭାଙ୍ଗିବା ଲକ୍ଷ୍ୟ।ଓଡ଼ିଶାର ମୁଣ୍ଡା ପିଛା ଋଣ ୨୨ ହଜାର ଟଙ୍କା।ଡବଲ ଇଞ୍ଜିନ ଥିବା ରାଜ୍ୟର ଋଣ ଖୁବ ଅଧିକା।ରାଜସ୍ଥାନରେ ମୁଣ୍ଡା ପିଛା ଋଣ ୬୨ ହଜାର ଟଙ୍କା।କର୍ଣ୍ଣାଟକ ଓ ଛତିଶଗଡ଼ରେ ଡବଲ ଇଞ୍ଜିନ ଭାଙ୍ଗିଛି।ଡବଲ ଇଞ୍ଜିନ ସରକାରରେ ଯେଉଁମାନେ CM ହୋଇଥିଲେ, MLA ବି ହୋଇପାରିନାହାନ୍ତି।ରାଜ୍ୟକୁ ଆଗେଇବାକୁ ଯୁବପୀଢ଼ିଙ୍କୁ ସଶକ୍ତ କରିବାକୁ ହେବ।BJP ଇସ୍ତାହାରରେ ଯୁବପୀଢ଼ି ପାଇଁ କ’ଣ ଅଛି ?


error: Content is protected !!