ଶୁଭ ବେଳା ଗଡ଼ିଯିବାରୁ ନାମାଙ୍କନ କଲେନି


କାହିଁକି କାଲି ନାମାଙ୍କନ କରିନଥିଲେ କହିଲେ ଅଙ୍କିତ ପ୍ରତାପ ଜେନା।ରହସ୍ୟରୁ ପରଦା ହଟାଇଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ।କାଲି ଶୁଭବେଳା ଗଡ଼ିଯିବାରୁ ନାମାଙ୍କନ ନକରି ଫେରି ଯାଇଥିବା କହିଲେ।ଆଜି ଶେଷ ଦିନରେ ନାମାଙ୍କନ ପରେ ଗଣମାଧ୍ୟମକୁ ଅଙ୍କିତଙ୍କ ସୂଚନା।କାଲି ଲମ୍ବା ସମୟ ଧରି ରାଲି ଚାଲିଲା, ସେଥିପାଇଁ ଶୁଭମୂହୁର୍ତ୍ତ ଗଡ଼ିଗଲା।ଶୁଭ ସମୟ ଗଡ଼ିଯିବାରୁ କାଲି ନାମାଙ୍କନ ନକରି ଫେରି ଯାଇଥିଲୁ।କାଲି ଥାଟବାଟରେ ଆସି ନାମାଙ୍କନ ନକରି ଫେରି ଯାଇଥିଲେ ଅଙ୍କିତ।ରିଟର୍ଣ୍ଣିଂ ଅଫିସରଙ୍କ ଚାମ୍ବର ଭିତରକୁ ପଶି ପୁଣି ବାହାରି ପଳାଇଥିଲେ।


error: Content is protected !!