କଟକ ସଦରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର


କଟକ ସଦରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର।ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦବୋଧନ।ଡବଲ ଶଙ୍ଖରେ ଆଶୀର୍ବାଦ କରିବାକୁ କଲେ ଅପିଲ୍ଆପଣଙ୍କ ଆଶୀର୍ବାଦରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ।ବିଜେପି ନେତା ଦିନରେ ଲଣ୍ଠନ ଦେଖାଉଛନ୍ତି।ସେମାନେ ମିଛ ପ୍ରଚାର କରୁଛନ୍ତି।


error: Content is protected !!