ବିଜେଡ଼ିରୁ ଇସ୍ତଫା ଦେଇଥିଲେ ୪ ବିଧାୟକ


ବିଜେଡ଼ିରୁ ଇସ୍ତଫା ଦେଇଥିଲେ ୪ ବିଧାୟକ। ସମୀର ଦାଶ , ସୀମାରାଣୀ ନାୟକ , ରମେଶ ସାଏ ଓ ପର୍ଶୁରାମ ଧଡ଼ାଙ୍କୁ ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସ ଜାରି। କାହିଁକି ବିଧାୟକ ପଦ ରଦ୍ଦ ନହେବ ପକ୍ଷ ରଖିବାକୁ ନୋଟିସ। ବାଚସ୍ପତିଙ୍କ ନିର୍ଦ୍ଦେଶରେ ନୋଟିସ କଲେ ବିଧାନସଭା ସଚିବ।


error: Content is protected !!