୨୨ଜିଲ୍ଲାରେ ନିଅଣ୍ଟିଆ_ବର୍ଷା!


୨୨ଜିଲ୍ଲାରେ ନିଅଣ୍ଟିଆ_ବର୍ଷା!.
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା
୫ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଅତି ଉତ୍କଟ
୧୭ ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା
ମାତ୍ର ୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ
ପୁରୀରେ ସ୍ଵାଭାବିକଠାରୁ ୭୧ ପ୍ରତିଶତ କମ ବର୍ଷା
ମୟୂରଭଞ୍ଜରେ ୬୮%, ବାଲେଶ୍ଵରରେ ୬୩% କମ୍‌ ବର୍ଷା
ବଲାଙ୍ଗିରରେ ୬୧% ଓ କେଉଁଝରରେ ୬୦% କମ ବର୍ଷା
ଜୁନ ୧ରୁ ଆଜି ଯାଏଁ ରାଜ୍ୟରେ ୮୩.୬ ମିଲିମିଟର ବର୍ଷା ରେକର୍ଡ
ସ୍ଵାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ ବର୍ଷା ରେକର୍ଡ!.


error: Content is protected !!