ପରିବର୍ତ୍ତନ ଯୋଦ୍ଧା ତରଫରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବିଭିନ୍ନ କାରଣ ଯୋଗୁ ଶ୍ରୀ ଜଗନ୍ନାଥ ଦର୍ଶନ କରିବାର ଅଭିଳାଷ ଥାଇ ମଧ୍ୟ ଦର୍ଶନ କରିନ ପରୁଥିବା ୪୦ ଜଣ ମଉସା ମାଉସୀଙ୍କୁ ପୁରୀ ଆଣି ଶ୍ରୀଜଗନ୍ନାଥ ଦର୍ଶନ କରାଯାଇଛି


ଆଜି ପରିବର୍ତ୍ତନ ଯୋଦ୍ଧା ତରଫରୁ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ବ୍ଲକର ଗରେଇ ପଞ୍ଚାୟତର ବିଭିନ୍ନ ଗ୍ରାମର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବିଭିନ୍ନ କାରଣ ଯୋଗୁ ଶ୍ରୀ ଜଗନ୍ନାଥ ଦର୍ଶନ କରିବାର ଅଭିଳାଷ ଥାଇ ମଧ୍ୟ ଦର୍ଶନ କରିନପରୁଥିବା ୪୦ ଜଣ ମଉସା ମାଉସୀଙ୍କୁ ପୁରୀ ଆଣି ଶ୍ରୀଜଗନ୍ନାଥ ଦର୍ଶନ କରାଇ ସେମାନଙ୍କ ସହ ମନ୍ଦିରରେ ସମୟ ଅତିବାହିତ କରି ମହାପ୍ରସାଦ ପାଇ ଅଲୌକିକ ତୃପ୍ତି ଅନୁଭବ କଲୁ।ସତରେ ଏହି ଅନୁଭୂତି ନିଆରା।ଅଶେଷ ଅଶେଷ ଧନ୍ୟବାଦ ମୋ ସାଙ୍ଗ ତଥା ଶ୍ରୀକ୍ଷେତ୍ର ସଂସ୍କୃତି ୟୁବ ମଞ୍ଚ ର ପ୍ରତିଷ୍ଠାତା ତଥା ଓଡ଼ିଶାରେ ଜଣେ ପରିଚିତ ଆଗ ଧାଡ଼ିର ଛାତ୍ର ନେତା Shakti Rath ଓ ସମସ୍ତ ଉପସ୍ଥିତ ସଦସ୍ୟ ମାନଙ୍କୁ ସେମାନଙ୍କ ଆତିଥ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ କରିଥିବା ବିସ୍ତୃତ ଆଲୋଚନା ପାଇଁ।ଏହିପରି ଜନହିତକର ସେବା ଜାରି ରହିବ।


error: Content is protected !!