ଅଣ ୟୁଜର୍ସଙ୍କ ପାଇଁ ନୂଆ ଫିଚର୍‌ ଆଣିବାକୁ ଯାଉଛି ପ୍ରମୁଖ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍


ଅଣ ୟୁଜର୍ସଙ୍କ ପାଇଁ ନୂଆ ଫିଚର୍‌ ଆଣିବାକୁ ଯାଉଛି ପ୍ରମୁଖ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍। ୟୁରୋପୀୟ ସଂଘର ଡିଜିଟାଲ ମାର୍କେଟ୍ ଆକ୍ଟର ଅନୁପାଳନ କରିବାକୁ ଯାଇ ହ୍ୱାଟ୍ସଆପ୍‌ ଆଉ ଏକ ନୂଆ ଫିଚର୍‌ କାମ କରିବାକୁ ଯାଉଛି। କମ୍ପାନୀ ‘ଥାର୍ଡ ପାର୍ଟି ଚେଞ୍ଜ ଅପ୍ସନ’କୁ ନେଇ କାମ କରୁଛି। ଯାହା ଅଣ-ୟୁଜର୍ସ ଦ୍ୱାରା ପଠାଯାଇଥିବା ମେସେଜଗୁଡିକ ଆପଣଙ୍କୁ ଥାର୍ଡ ପାର୍ଟି ଚେଞ୍ଜ ଅପ୍ସନ ମଧ୍ୟରେ ଦେଖାଦେବ। ଏହି ଅପଡେଟ୍‌ର ସୂଚନା ହ୍ୱାଟ୍ସଆପ୍‌ର ଡେଭଲପ୍‌ମେଣ୍ଟ ପ୍ରତି ନଜର ରଖିଛି Wabetainfo। ଏହି ଅପଡେଟ୍‌ ହ୍ୱାଟ୍ସଆପ୍‌ ବିଟାର ୨.୨୩.୧୯.୮ ଭର୍ସନରେ ଦେଖାଦେଇଛି।


error: Content is protected !!