ଷୋଡଶ ଶତାବ୍ଦୀର ରାଣା ମେବାର ପରିବାରର ସର୍ବଶ୍ରେଷ୍ଠ କୃଷ୍ଣଭକ୍ତ ମୀରାବାଈଙ୍କୁ କିଏ ବା’ ନଜାଣେ ? ସେ ତାଙ୍କ ରାଗାନୁଗା ପ୍ରେମଭକ୍ତି ଦ୍ୱାରା ଗିରିଧର ନାଗର ଶ୍ରୀକୃଷ୍ଣଙ୍କୁ ବଶ କରି ପାରିଥିଲେ l ଭଗବାନ ତାଙ୍କ ପ୍ରୀତି ରଜ୍ଜୁରେ ବାନ୍ଧି ହୋଇ ମୀରାବାଈଙ୍କୁ ଅନେକ ବିଦ୍ବେଷ ଓ ବିପଦରୁ ରକ୍ଷା କରିଥିଲେ lମୁଖ୍ୟ ମନ୍ଦିରଟି ଶ୍ରୀ ରାଧାକୃଷ୍ଣଙ୍କ ନିମନ୍ତେ ନିର୍ମିତ l ଛୋଟ ମନ୍ଦିରଟିରେ ମୀରାବାଈ ତାନପୁରା ଧରି ଭଜନ ଗାନ କରୁଥିବାର ମାର୍ବଲ ମୂର୍ତ୍ତି ପୂଜା ହେଉଛି lପ୍ରେମ ଭକ୍ତି ସାଧିକା ମୀରାବାଈଙ୍କ ଏହି ଭବ୍ୟ ମନ୍ଦିର ଭାରତରେ ଅନନ୍ୟ ଓ ଅନୁପମ କୀର୍ତ୍ତିରାଜି |
More Stories
ସମ୍ବିଧାନର 8ମ ଅନୁଚ୍ଛେଦରେ କୋଶଳୀ ଭାଷାକୁ ସାମିଲ ପାଇଁ ଚିଠି…
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ