ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପରିଡାଙ୍କ ପରଲୋକ


ଚଣ୍ଡିଖୋଲ ଅଞ୍ଚଳ ବରିଷ୍ଠ ସାମ୍ବାଦିକ ତଥା ଚଣ୍ଡିଖୋଲ ପ୍ରେସ୍ କ୍ଲବ୍ ସଭାପତି ପ୍ରଦୀପ୍ତ କୁମାର ପରିଡା ( ୭୫ )ଙ୍କ ଗୁରୁବାର ରାତ୍ର ୧୨ .୩୦ ସମୟରେ କଟକ ଶାନ୍ତି ମେମୋରିଆଲ୍ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ସେ ଜଣେ ଏକ ଧାରାରେ ସାମ୍ବାଦିକ ସହିତ ପାକ୍ଷିକ *କଳିଙ୍ଗ ପ୍ରଭା* ଖବରକାଗଜ ର ସମ୍ପାଦକ ସହ ଗଣପତି ଜ୍ଞାନମନ୍ଦିର ର ପ୍ରତିଷ୍ଠାତା ଥିଲେ। ବିଶ୍ୱାସ କରିହେଉନି, ଏଭଳି ବିୟୋଗ ।ଶ୍ରଦ୍ଧାଞ୍ଜଳି ଜଣାଉଛି ।। 🙏🙏🙏


error: Content is protected !!