ପ୍ରଥମପର୍ଯ୍ୟାୟନିର୍ବାଚନ: ଭୋଟଦେବବିହାର-ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ-୧୮ ଜିଲ୍ଲାରେ ୧୨୧ଟି ଆସନରେ ଭୋଟ ଦେବେ ଜନତା-୧୩୧୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା, ସକାଳ ୭ଟାରୁ ୫ଟା ଭୋଟିଂ.-ତେଜସ୍ବୀ ଯାଦବ, ମୈଥିଲି ଠାକୁର, ଖେସାରୀ ଲାଲ ଯାଦବଙ୍କ ଭାଗ୍ୟ ପରୀକ୍ଷା-ତାରାପୁର ଆସନରୁ ନିର୍ବାଚନ ଲଢୁଛନ୍ତି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ.-ରାଘୋପୁରରୁ ନିର୍ବାଚନ ଲଢୁଛନ୍ତି ଆରଜେଡିର ତେଜସ୍ବୀ ଯାଦବ-ମହୁଆ ଆସନରୁ ଲଢୁଛନ୍ତି ବଡ଼ ଭାଇ ତେଜ ପ୍ରତାପ ଯାଦବ-୩ କୋଟି ୭୫ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ-୪୩ ହଜାର ୩୪୧ଟି ବୁଥରେ ହେବ ଭୋଟିଂ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି-ମୈଦାନରେ ଅଛନ୍ତି ଜେଡିୟୁର ୫୭, ବିଜେପିର ୪୮, ଏଲଜେପିର ୧୩ ପ୍ରାର୍ଥୀ.-ମହାଗଠବନ୍ଧନରୁ ଆରଜେଡିର ୭୧, କଂଗ୍ରେସର ୨୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - Now Odisha
Skip to content
Post Views: 27
error: Content is protected !!
More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…