ଗାଜାର ହସ୍ପିଟାଲରେ ନିଜେ ଏୟାରଷ୍ଟ୍ରାଇକ କରିଛି ହମାସ


★ ଏନେଇ ପ୍ରମାଣ ଦେଲେ ଇସ୍ରାଏଲ ଡିଫେନ୍ସ ଫୋର୍ସ IDF।

★ ହମାସର ରକେଟ୍ ଭୁଲ ବଶତଃ ହସ୍ପିଟାଲରେ ପଡ଼ିଥିଲା।

★ ରକେଟ ମାଡ଼ରେ ହସ୍ପିଟାଲ ଧ୍ବଂସ ହୋଇଯାଇଥିଲା।

★ ଏହି ରକେଟ ମାଡ଼ରେ ୫୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା।

★ ଏନେଇ ଏକ ଅଡିଓ କଲ୍‌ ମଧ୍ୟ ଉପସ୍ଥାପନ କରିଛି IDF

★ ଏୟାରଷ୍ଟ୍ରାଇକ ନେଇ ଇସ୍ରାଏଲ ଉପରେ ଦୋଷ ଲଦିଥିଲା ହମାସ।


error: Content is protected !!