ବଲାଙ୍ଗିର ଜିଲ୍ଲାରେ ନକଲି ସାର୍ଟିଫିକେଟ ମାମଲା


★ ବ୍ଳକ ଶିକ୍ଷାଧିକାରୀଙ୍କ ନାଁରେ ଆସିଲା ଅଭିଯୋଗ।

★ ସଦର ବ୍ଳକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନକଲି ସାର୍ଟିଫିକେଟ।

★ କାର୍ଯ୍ୟରତ ଶ୍ୟାମବନ୍ଧୁ ମେଣ୍ଡଳିଙ୍କ ବି.ଏଡ୍ ସାର୍ଟିଫିକେଟ ନକଲି।

★ ଥାନାରେ ଏତଲା ଦେବାକୁ DEOଙ୍କୁ ନିର୍ଦ୍ଦେଶ।


error: Content is protected !!