ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍


• ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସିରିଆରେ ଆମେରିକାର ଆକ୍ରମଣ।

• ଇରାନ ସମର୍ଥିତ ଆତଙ୍କୀ ସଂଗଠନ IRGS ଉପରେ ଏୟାରଷ୍ଟ୍ରାଇକ୍।

• IRGS ଓ ସହଯୋଗୀ ଆତଙ୍କୀ ଗୋଷ୍ଠୀଙ୍କ ଠିକଣା ଉପରେ ଆକ୍ରମଣ।

• ଆତ୍ମରକ୍ଷା ପାଇଁ ଆକ୍ରମଣ କରିଥିବା କହିଲା ପେଣ୍ଟାଗନ୍।

• ସିରିଆରେ ଆମେରିକୀୟ ସୈନ୍ୟଙ୍କ ଉପରେ ହେଉଥିବା ଆକ୍ରମଣର ଜବାବ।


error: Content is protected !!