ସାମ୍ବାଦିକମାନେ ଇସ୍ରାଏଲ୍‌ ଆକ୍ରମଣର ସରବ୍ୟ


ସେମାନଙ୍କ ସାମ୍ବାଦିକମାନେ ଇସ୍ରାଏଲ୍‌ ଆକ୍ରମଣର ସରବ୍ୟ ନ ହେବାର ପ୍ରତିଶ୍ରୁତି ଦାବି କରିବାରୁ ଚଳିତ ସପ୍ତାହରେ ଇସ୍ରାଏଲ୍‌ ପ୍ରତିରକ୍ଷା ବଳ ‘ରଏଟର୍ସ’ ଓ ‘ଏଏଫ୍‌ପି’କୁ ଲେଖିଛି , ସମଗ୍ର ଜାଗାରେ ଚାଲିଥିବା ହମାସ୍‌ ସାମରିକ କାର୍ଯ୍ୟକଳାପକୁ ‘ଟାର୍ଗେଟ୍‌’ କରି ଆମ ଅଭିଯାନ ଚାଲିଛି। ଏହାଛଡ଼ା ହମାସ୍‌ ଜାଣିଶୁଣି ସାମ୍ବାଦିକ ଓ ସାଧାରଣ ନାଗରିକ ଥିବା ଅଞ୍ଚଳରେ ସାମରିକ କାର୍ଯ୍ୟକଳାପରେ ଲିପ୍ତ ରହୁଛି।


error: Content is protected !!