ଯୁଦ୍ଧ ରୋକିବାକୁ ଜାତିସଂଘରେ ପ୍ରସ୍ତାବ ପାସ୍


ଯୁଦ୍ଧ ରୋକିବାକୁ ଜାତିସଂଘରେ ପ୍ରସ୍ତାବ ପାସ ଯୁଦ୍ଧ ରୋକିବା ପ୍ରସ୍ତାବ ଉପରେ ୧୨୦ ଦେଶର ସମର୍ଥନ , ପ୍ରସ୍ତାବ ବିପକ୍ଷରେ ଭୋଟ ଦେଲେ ୧୪ ଦେଶ , ପ୍ରସ୍ତାବ ବିପକ୍ଷରେ ଇସ୍ରାଏଲ ଓ ଆମେରିକାର ଭୋଟ , ଭୋଟ୍‌ଦାନରୁ ବିରତ ରହିଲେ ଭାରତ ସମେତ ୪୫ ଦେଶ।


error: Content is protected !!