ମେଟ୍ରୋ ପ୍ରକଳ୍ପର ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ


ଭୁବନେଶ୍ବର-କଟକ ମେଟ୍ରୋ ପ୍ରକଳ୍ପର ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ।କଟକ ଓ ତ୍ରିଶୁଳିଆର ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ସମୀକ୍ଷା କଲେ।କଟକ-ଭୁବନେଶ୍ବର ପାଇଁ ତ୍ରିଶୁଳିଆ ହେବ ପ୍ରମୁଖ ଟ୍ରାଫିକ ହବ୍‌।ଟ୍ବିନ୍‌ ସିଟିକୁ ବାଙ୍କୀ ଓ ଆଠଗଡ଼ ପଟୁ ତ୍ରିଶୁଳିଆ ହେବ ଗେଟ୍ ୱେ।


error: Content is protected !!