ଭେଷଜ ମହାବିଦ୍ୟାଳୟର ଉଦଘାଟନ


୧ ନଭେମ୍ବର ୨୦୨୩ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭବାନୀପାଟଣା, କଳାହାଣ୍ଡି ଠାରେ ଶହୀଦ୍ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟର ଉଦଘାଟନ କରିବାକୁ ଯାଉଛନ୍ତି। ମାନ୍ୟବର କେନ୍ଦ୍ରମନ୍ତ୍ରୀ, MoHFW INDIA, ଶ୍ରୀ ଡଃ ମନସୁଖ ମାଣ୍ଡଭିୟା ମଧ୍ୟ ଉପସ୍ଥିତ ରହିବେ।


error: Content is protected !!