ପାଟଣା: ପାଟଣା ବ୍ଲକ ଅଞ୍ଚଳ ରାଜନଗର-ତୁରୁମୁଙ୍ଗା ରାସ୍ତାର କଇଁଣ୍ଡା ନିକଟରେ ରବିବାର ସନ୍ଧ୍ୟାରେ କାର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍ ଚାଳକ ଜଣକ ସାହାରପଡ଼ା ବ୍ଲକ ଜୁମେଇ ଗ୍ରାମର ବସନ୍ତ ନାଏକଙ୍କ ପୁଅ ସୁରେଶ ଚନ୍ଦ୍ର ନାଏକ (୩୫) ବୋଲି ସୂଚନା ମିଳିଛି । ସଙ୍କଟାପନ୍ନ ଅବସ୍ଥାରେ ସୁରେଶଙ୍କୁ ତୁରୁମୁଙ୍ଗା ପୁଲିସ ଧରଣୀଧର ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ତୁରୁମୁଙ୍ଗା ଥାନା ଏସଆଇ ବିରେନ୍ଦ୍ର କିଶୋର ବେହେରା ଦୁର୍ଘଟଣାର ତଦନ୍ତ କରୁଛନ୍ତି।

More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,