୨୮ରେ ରତ୍ନଭଣ୍ଡାର ସ୍କାନିଂ: ମୁଖ୍ୟ ପ୍ରଶାସକ


• କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ ୨୮ରେ ରତ୍ନଭଣ୍ଡାରର ଲେଜର ସ୍କାନିଂ।

• ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।

• ପର୍ଯ୍ୟାୟକ୍ରମେ ସ୍କାନିଂ କରାଯିବ, ଜଣାପଡ଼ିବ କେଉଁଠି ରହିଛି ଫାଟ।

• ଟେକ୍ନିକାଲ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ସୂଚନା।


error: Content is protected !!