ଶୀତର ପ୍ରକୋପ ଯେତିକି ବଢ଼ି ବଢ଼ି ଚାଲିଛି ପ୍ରଦୂଷଣ ଵିଷ ସେତିକି ମାତ୍ରାରେ ମାଡ଼ି ଚାଲିଛି। ରାଜ୍ୟର ୭ ଟି ସହର ମଧ୍ୟରେ କଟକ ରେ ବାୟୁର ମାନ(ଏକ୍ୟୁଆଇ) ୩୧୦ ରେ ରହିଥିବା ରୁ ବାୟୁ ମଣ୍ଡଳ ବିଗିଡିଵାରେ ଲାଗିଛି।ଯାହାଫଳରେ ସଂଧ୍ୟା ଅପେକ୍ଷା ସକାଳେ ବୟସ୍କ ବ୍ୟକ୍ତି,ଛୋଟ ପିଲା, ଅସୁସ୍ଥ ବ୍ୟକ୍ତିମାନେ ବାହାରେ ବୁଲିବା କିମ୍ବା ପ୍ରାତଃ ଭ୍ରମଣ କରିବା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |