ଅମ୍ବାଭୋନା ଥାନା ଭଙ୍ଗାରୁଜା


ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ NHRCରେ ଅଭିଯୋଗ କଲେ ସୂଚନା ଅଧିକାର କର୍ମୀ ସୁବ୍ରତ ଦାଶ; ଭଟ୍‌ଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି, ସୁଶାନ୍ତଙ୍କ ନାଁରେ ପୁଲିସ ମାମଲା କରୁନି ବୋଲି ଫେରାଦ ହେଲେ,ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଭାବେ ଜଣାଇଲେ।


error: Content is protected !!