ସିଏମସିରେ କ୍ରାଇମବ୍ରାଞ୍ଚର ତନାଘନା


• ଏକ ଜମି ଜାଲିଆତି ମାମଲାରେ ତନାଘନା।

• ଜାଲି ଦସ୍ତଖତ ଓ ସିଲ ବ୍ୟବହାର କରି ଜମି ହଟପ।

• ପୂର୍ବତନ କମିଶନରଙ୍କ ଦସ୍ତଖତ ଓ ସିଲ ବ୍ୟବହାର।

• ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚର ତନାଘନା।

• ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟର ଜମି ହଡପ ଅଭିଯୋଗ।


error: Content is protected !!