ଗେଟରେ ତାଲା ଅଫିସ ବନ୍ଦ ସରକାରୀ ବାବୁ ଆସୁନାହାନ୍ତି ଅଫିସ


ଗେଟରେ ତାଲା ଅଫିସ ବନ୍ଦ ସରକାରୀ ବାବୁ ଆସୁନାହାନ୍ତି ଅଫିସ l ଘରେ ବସି ଦରମା ନେଉଥିବା ଏହି ସରକାରୀବାବୁ ଛାତ୍ର ଛାୟା ତଳେ ରହିଛନ୍ତି l ଏ ହେଉଛି ଗ୍ରାମ୍ୟ ନିର୍ମାଣ ସରକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, କୋଠପଦା, କଟକ l ବର୍ଷକୁ ଗୋଟାଏ ଦିନ ଖୋଲୁନି ଅଫିସ l


error: Content is protected !!