ଭୁବନେଶ୍ୱର, ୦୯/୦୧ : ଶବ ଦାହ କରିବାକୁ ଆସି ଶବ ପାଲଟିଲେ ଭଦ୍ରକର ରଂଜନ ଦାସ । ସାମାନ୍ୟ ବଚସାରୁ ଆକ୍ରମଣ ପରେ ରଂଜନଙ୍କ ଜୀବନ ଯାଇଛି । ମୃତ ରଂଜନ ଓ ସାଥୀ ମାନେ ସଂପର୍କୀୟଙ୍କ ଶେଷକୃତ୍ୟ ପାଇଂ ସ୍ବର୍ଗଦ୍ବାର ଆସିଥିଲେ । ଅସ୍ତି ନେବା ପାଇଁ ପଇଡର ଆବଶ୍ୟକତା ରହିଥିବାରୁ ରାତି ୧ଟା ବେଳେ ଚୈତନ୍ୟ ଛକ ନିକଟକୁ ଆସିଥିଲେ । ସେଠାରେ ରଂଜନ ଓ ଅନ୍ୟ ସାଥୀ ମାନଙ୍କ ମଧ୍ୟ
ଏହି ସମୟରେ ସେହିବାଟ ଦେଇ ଯାଉଥିବା ବାଲିସାହିର ତନ୍ମୟ ମହାପାତ୍ର ବୁଝାସୁଝା କରିଥିଲେ । ହେଲେ ରଞ୍ଜନ ଓ ତାଙ୍କ ସାଙ୍ଗ ମାନେ ଓଲଟି ତନ୍ମୟଙ୍କ ଉପରେ ଆକ୍ରମଣ କରିଥିଲେ । ତନ୍ମୟଙ୍କ ପ୍ରତି ଆକ୍ରମଣରେ ରଞ୍ଜନଙ୍କ ଜୀବନ ଯାଇଥିଲା । ପୁରୀ ସି-ବିଚ ଥାନା ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତନ୍ମୟଙ୍କୁ ଅଟକ ରଖି ପଚରା ଉଚୁରା କରୁଛି

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍