ବ୍ରହ୍ମପୁରରେ ହେବ ରିଂ ରୋଡ୍‌


ବ୍ରହ୍ମପୁରରେ ହେବ ରିଂ ରୋଡ୍‌। ବ୍ରହ୍ମପୁରରେ ରିଂ ରୋଡ୍‌ ନିର୍ମାଣକୁ ରାଜ୍ୟ କ୍ୟାବିନେଟ ମଂଜୁରୀ। ରିଂ ରୋଡ୍‌ ପାଇଁ ଖର୍ଚ୍ଚ ହେବ ୧୫୬ କୋଟି ୫୧ ଲକ୍ଷ ଟଙ୍କା। ରିଂ ରୋଡ୍‌ ନିର୍ମାଣ କାମ ୨ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ।


error: Content is protected !!