ଆଜି ହାଇଭୋଲ୍ଟଜ ବିଶ୍ୱକପ


ଆଜି ହାଇ ଭୋଲ୍ଟଜବିଶ୍ୱ କପ ସେମିଫାଇନାଲ ମ୍ୟାଚ ରେ ଲିଗ ପ୍ରଜାୟ ର ଅପରାଜୟ ଭାରତ ଓ ଗତଥର ସେମିଫାଇନାଲିଷ୍ଟ ଠାରୁ ହାରିଥିବା ନିୟୁଜିଲାଣ୍ଡ ପରସ୍ପରକୁ ଭେଟିବେ |ମୁମ୍ବାଇ ର ୱାନଖଡେ ଷ୍ଟାଡିଅମ ରେ ପରସ୍ପରକୁ ଭେଟିବେ ଭାରତ ଗତ ଥର ର ପ୍ରତିଶୋଧ ନେବାକୁ ଚେଷ୍ଟା କରିବା କୁ ଥିଲାବେଳେ ଲିଗ ମ୍ୟାଚ ରେ ଭାରତ ଠାରୁ ହରିବାର ପ୍ରତିଶୋଧ ନେବାକୁ ନିୟୁଜିଲାଣ୍ଡ ଚେଷ୍ଟା କରିବ ଯିଏ ଜିତିବ ଫାଇନାଲ କୁ ପ୍ରବେଶ କରିବ ନିଜ ମାଟିରେ ଖେଳୁଥିବାରୁ ଓ ଜବରଦସ୍ତ ଫର୍ମ ରେ ଥିବା ଭାରତୀୟ ଦଳ ର ପଲା ଭାରି ରହିଛି କିନ୍ତୁ କେବେବି ବିଶ୍ୱ କପ ଜିତିନଥିବା ନିୟୁଜିଲାଣ୍ଡ ଦଳ କର ବା ମର ପାଇଁ ଲଢେଇ କରିବ ଭାରତ ଜିତି ଫାଇନାଲ ରେ ପ୍ରବେଶ କରିବା ସହ 3ୟ ଥର ପାଇଁ ବିଶ୍ୱ କପ ହାସଲ କରିବା ପାଇଁ ଚେଷ୍ଟା କରିବ |ସାରାଦେଶ ଏବେ ଭାରତ ଓ ନିୟୁଜିଲାଣ୍ଡ ମ୍ୟାଚ ଦେଖିବା ପାଇଁ ଓ ଜିତିବା ପାଇଁ ଚାତକ ପରି ଚାହିଁ ବସିଛନ୍ତି |ଭାରତ ର ସମସ୍ତ ଖେଳାଳି ବ୍ୟାଟ୍ସମ୍ୟାନ ବିରାଟ, ରୋହିତ, ରାହୁଲ, ଗିଲ, ଯାଦବ ଜବରଦସ୍ତ ଫର୍ମ ରେ ଥିଲାବେଳେ ବୋଲର ସାମି, ଶିରାଜ, ବୁମରାହା, ଜାଡେଜ ଓ କୁଲଦୀପ ଚମତ୍କାର କରି ଅପରପକ୍ଷ କୁ ଧୂଳି ଚଟାଉଛନ୍ତି ତେଣୁ 9 ରୁ 9 ମ୍ୟାହ ଜିଜି ସବୁ ଦଳମଧ୍ୟରେ ଭୟ ସୃଷ୍ଟି କରିଛନ୍ତି ତେଣୁ ଭାରତ ବିଶ୍ୱ କପ ଜିତିବ ବୋଲି ସମସ୍ତେ ଭାବୁଛନ୍ତି ଓ ଆଶା ରଖିଛନ୍ତି |


error: Content is protected !!