2019ର ପ୍ରତିଶୋଧ ନେଲା ଟିମ ଇଣ୍ଡିଆ


2019ର ପ୍ରତିଶୋଧ ନେଲା ଟିମ ଇଣ୍ଡିଆ |ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ରେ ଭାରତର ଦମଦାର ବିଜୟ |କିଙ୍ଗ କୋହଲିଙ୍କ ରେକର୍ଡ 50ତମ ଶତକ ଓ ସାମିଙ୍କ ମାରାତ୍ମକ ବୋଲିଂ ବଳରେ ନିୟୁଜଲଣ୍ଡ କୁ 70 ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି |


error: Content is protected !!