ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଇରାନ ଆନ୍ଦୋଳନକାରୀଙ୍କୁ ସରକାରୀ ପ୍ରତିଷ୍ଠାନ ଦଖଲ କରିବାପାଇଁ ଆହ୍ବାନ କରିବାପରେ ଏବଂ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସୁନିଶ୍ଚିତ କରିବାପରେ ଏବେ ଇରାନରେ ସ୍ଥିତି ଅଧିକ ଜଟିଳ ହୋଇଯାଇଛି। ଯେକୌଣସି ସମୟରେ ଆମେରିକା ଇରାନରେ ଆକ୍ରମଣ କରିପାରେ ବୋଲି ଏଥିରୁ ଆଶଙ୍କା ସୃଷ୍ଟି ହୋଇଛି ।
ତେଣୁ ସୁରକ୍ଷା ଦୃଷ୍ଟିରୁ ଆଜି ଭାରତ ଇରାନରେ ଥିବା ଏହାର ନାଗରିକଙ୍କ ପାଇଁ ଏକ କଡ଼ା ପରାମର୍ଶାବଳୀ ଜାରି କରିିଛି। ତେହେରାନ ସ୍ଥିତ ଭାରତୀୟ ଦୂତାବାସ ଦ୍ବାରା ଜାରି ହୋଇଥିବା ପରାମର୍ଶାବଳୀରେ ଭାରତୀୟଙ୍କୁ ତୁରନ୍ତ ଯେକୌଣସି ଉପାୟରେ ଇରାନ ଛାଡ଼ିବାପାଇଁ କୁହାଯାଇଛି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍