ମାଞ୍ଜା ସୁତାରେ ରାଜଧାନୀର ଜଣେ ଯୁବକ ଆହାତ। ବେକ କଟିବା ପରେ ଆକ୍ସନ ମୁଡ଼ରେ ପୋଲିସ । ଏକ ନମ୍ବର ମାର୍କେଟରେ ଚଢ଼ାଉ କରିଛି କମିଶନରେଟ୍ ପୋଲିସ । ଜୋନ ୧ଏସିପିଙ୍କ ନେତୃତ୍ବରେ ଏଭଳି ଚାଇନା ସୁତା ବା ମାଞ୍ଜା ସୁତା ବିକ୍ରି ନେଇ ଯାଞ୍ଚ ହୋଇଛି । ବୁଲି ବୁଲି ମାର୍କେଟର ଅନେକ ଗୁଡି ଦୋକାନ ଓ ଗୋଦାମ ଯାଞ୍ଚ କରୁଛନ୍ତି ।ଯେହେତୁ ମାଞ୍ଜା ସୁତା ବିକ୍ରି ପାଇଁ କଟକଣା ରହିଛି । ଜୀବନ ବିପଦରେ ପଡୁଛି ତେଣୁ ଏସବୁ ବିକ୍ରି ଉପରେ ରୋକ ଲଗାଇବାକୁ ଏଭଳି ଯାଂଚ ଚାଲିଛି।ସେଭଳି କିଛି ସୁତା ସାମ୍ନା ଆସିନାହିଁ । ଖାଲି ସୁତା ବିକ୍ରି ହେଉଛି ବୋଲି କହିଛନ୍ତି ଜୋନାଲ ଏସିପି।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “