ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୨ଟି ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ।୨୦ରୁ ୨୨ ଯାଏ ପ୍ରଥମ ପର୍ଯ୍ୟାୟ ଗସ୍ତ।ପ୍ରଥମେ ରାଇରଙ୍ଗପୁର , ସମ୍ବଲପୁର ଓ ବୁର୍ଲା ଓ ଆନ୍ଧ୍ରରେ କାର୍ଯ୍ୟକ୍ରମ।୨୬ରେ ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୨୭ରେ ପାରାଦୀପରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ।


error: Content is protected !!