ଜୟନାରାୟଣ ମାମଲା ରାୟ ସଂରକ୍ଷିତ


ଜୟନାରାୟଣ ମାମଲା ରାୟ ସଂରକ୍ଷିତ।ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ମାମଲା।ହାଇକୋର୍ଟରେ ମାମଲାର ଶୁଣାଣି ଶେଷ,ରାୟ ସଂରକ୍ଷିତ।୨ଟି ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ଜୟନାରାୟଣ।କ୍ଷେତରାଜପୁର ଥାନା ଓ ଧନୁପାଲି ଥାନା ମାମଲାରେ ଆବେଦନ କରିଥିଲେ।


error: Content is protected !!