ବିଧାନସଭା ପୂର୍ବରୁ BJDର ବିଧାୟକ ଦଳ ବୈଠକ


ଆସନ୍ତା ୨୧ ତାରିଖରେ ବସିବ ବୈଠକ।ଅଧ୍ୟକ୍ଷତା କରିବେ BJD ସୁପ୍ରିମୋ ନବୀନ ପଟ୍ଟନାୟକ।ଆଗାମୀ ବିଧାନସଭା ପାଇଁ BJD ପ୍ରସ୍ତୁତି କରିବ ରଣନୀତି।ବିରୋଧୀଙ୍କୁ ଦଳ କିପରି ସାମ୍ନା କରିବ ଆଲୋଚନା ହେବ।BJD କେଉଁ ପ୍ରସଙ୍ଗ ଉଠାଇବ ସେନେଇ ମଧ୍ୟ ଆଲୋଚନା ହେବ।


error: Content is protected !!