ଫାଇନାଲ ପାଇଁ ସ୍ବତନ୍ତ୍ର ଟ୍ରେନ


ଭାରତୀୟ ରେଳବାଇ ପକ୍ଷରୁ ଚାଲିବ ୪ଟି ସ୍ବତନ୍ତ୍ର ଟ୍ରେନ।ଦିଲ୍ଲୀ ଓ ମୁମ୍ବାଇରୁ ଅହମ୍ମଦାବାଦକୁ ଚାଲିବ ଟ୍ରେନ।ଟ୍ରେନ ଆଜି ସନ୍ଧ୍ୟାରୁ ବାହାରି ଆସନ୍ତାକାଲି ପହଞ୍ଚିବ ଓ ପୁଣି ଫାଇନାଲ ମ୍ୟାଚ ସରିବା ପରେ ଫେରିବ।କାଲି ଅହମ୍ମଦାବାଦରେ ବିଶ୍ବକପ୍ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ।


error: Content is protected !!