ବ୍ରହ୍ମପୁର ଠାରେ ରେଳ ଟର୍ମିନାଲ ଓ କୋଚ ୱାସିଙ୍ଗ କମ୍ପ୍ଲେକ୍ସ ନିର୍ମାଣ


ବ୍ରହ୍ମପୁର ଠାରେ ରେଳ ଟର୍ମିନାଲ ଓ କୋଚ ୱାସିଙ୍ଗ କମ୍ପ୍ଲେକ୍ସ ନିର୍ମାଣ ଦାବିନେଇ ଆସନ୍ତା ୨୪ ନଭେମ୍ବର (ଶୁକ୍ରବାର) ବ୍ରହ୍ମପୁର ଷ୍ଟେସନ ପରିସରରେ ( ୪ ନମ୍ବର ପ୍ଲାଟ୍ ଫର୍ମ ) ସକାଳ ୮ ରୁ ଦିନ ୧୧ ପର୍ଯ୍ୟନ୍ତ ୩ ଘଣ୍ଟିଆ ଗଣ ଧାରଣା ଦିଆଯିବ | ବ୍ରହ୍ମପୁର ଷ୍ଟେସନ ର ବିକାଶ ଦିଗରେ କେନ୍ଦ୍ର ସରକାରଙ୍କ ଚରମ ଅବହେଳା ବିରୁଦ୍ଧରେ ସମସ୍ତେ ଏକ ହୋଇ ସ୍ୱର ଉଠାଇବା ପାଇଁ ବିଶେଷ ଅନୁରୋଧ।


error: Content is protected !!