ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ୱିତୀୟ ସଂଶୋଧନ ବିଲ୍ ପାରିତ


ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ୱିତୀୟ ସଂଶୋଧନ ବିଲ୍ ପାରିତ।ଏଣିକି ସିକିମ ସତ୍ତା ଥିବା ଉପଚାଷୀ ଓ ଉପରୟତ ପାଇପାରିବେ ମାଲିକାନା।୧୯୭୭ ପର୍ଯ୍ୟନ୍ତ କେବଳ ପାଇପାରୁଥିଲେ ଚାଷ ଜମିର ମାଲିକାନା।ସଂଶୋଧିତ ବିଲ୍ ଫଳରେ ଉଭୟ ଚାଷ ଜମି ଓ ବାସଗୃହର ମାଲିକାନା ମିଳିବ।


error: Content is protected !!