ଉଠ ବସ କରିବାରୁ ନାବାଳକ ଛାତ୍ରର ଦୃଭାଗ୍ୟ ଜନକ ଭାବରେ ମୃତ୍ୟୁ


ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଓରାଳ ଗ୍ରାମର ନିତ୍ୟାନନ୍ଦ ସେଠିଙ୍କ ନାବାଳକ ଶିଶୁ ପୁତ୍ର ରୁଦ୍ର ନାରାୟଣ ସେଠି ସୂର୍ଯ୍ୟ ନାରାୟଣ ଉପ୍ରା ବିଦ୍ୟାଳୟରେ ଚଥୁର୍ଥ ଶ୍ରେଣୀରେ ପାଠ ପଢୁଥିବା ବେଳେ ଗତ ୨୦/୧୧/୨୦୨୩ ରେ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିବା ବେଳେ ସେହି ସ୍କୁଲର ଶିକ୍ଷୟତ୍ରୀ ପାଠ ନ କରିଥିବା ନେଇ ଉଠ ବସ କରିବାରୁ ନାବାଳକ ଛାତ୍ରର ଦୃଭାଗ୍ୟ ଜନକ ଭାବରେ ମୃତ୍ୟୁ ହେବା ଘଟଣାରେ ଦୋଷୀ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ନାବାଳକର ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୩୦,୦୦୦,୦୦ ( ତିରିଶି ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି କେଶ ନମ୍ବର ୧୮୪୫୨/୨୦୨୩ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ମାମଲାରେ ଯାଜପୁର ଏସପି, ଡିଜି ପୋଲିସ ଓଡିଶା, ଶିକ୍ଷା ସଚିବ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |


error: Content is protected !!