୪୧ ଜଣ ଶ୍ରମିକ ମାନେ ଟନେଲ ଭିତରେ ଜୀବନ ସହିତ ସଂଘର୍ଷ କରୁଛନ୍ତି


କ୍ରିକେଟ ବିଶ୍ୱକପ ପାଇଁ ସାରା ଭାରତବାସୀ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ଵାର ରେ ପିଲା ଠାରୁ ବଡ଼ ସମସ୍ତେ ପୂଜାର୍ଚ୍ଚନା କରିଥିଲେ କେମିତି ଭାରତ ବିଶ୍ୱକପ ଜିତୁ, କିନ୍ତୁ ଆସନ୍ତୁ ଦିନ ରାତି ଅଖଣ୍ଡ ଦୀପ ଜାଳି ପୂଜାର୍ଚ୍ଚନା କରି ୧୨ତାରିଖରୁ ଫସି ରହିଥିବା ୪୧ ଜଣ ଶ୍ରମିକ ମାନେ ଟନେଲ ଭିତରେ ଜୀବନ ସହିତ ସଂଘର୍ଷ କରୁଛନ୍ତି ।ଆଉ ତାଙ୍କୁ ବଞ୍ଚେଇବା ପାଇଁ ଦିନ ରାତି ଭୁଲି ୨୪x୭ ସମସ୍ତେ ଲାଗିଛନ୍ତି, ।୪୧ ଟି ପରିବାର ଲୋକେ ତାଙ୍କ ଲୋକଙ୍କୁ ଚାହିଁ ରହିଛନ୍ତି, ଆଉ ଭିତରେ ଫସିଥିବା ୪୧ ଜଣ ଶ୍ରମିକ ମାନେ ମାନବଳ ଦୃଢ଼ କରିଛନ୍ତି ଯେ ଆମ ପାଇଁ ଶହେ ପଚାଶ କୋଟି ଭାରତୀୟ ଲାଗିପଡିଛନ୍ତି ।ସତରେ କଣ ଆମେ ତାଙ୍କ ପାଇଁ ଚାଲ କାଲି ସକାଳୁ ଘରେ ଘରେ ଦୀପ ଜାଳିବା, ନମାଜ ପଡ଼ିବା, ମହମବତୀ ଜଳିବା, ଗୀତା, ଭାଗବତ, ବାଇବେଲ, କୋରାନ ପଢିବା @|ଭାରତ୪୧ ଥର ବିଶ୍ୱକପ ଜିତିବାଠାରୁ ଅଧିକ |ଭାରତର ବର୍ତ୍ତମାନ ଯୋଉ ସଂଘର୍ଷ ଗତ ୧୨ ତାରିଖରୁ “ଟନେଲ ଆଉ ଭାଗ୍ୟ” ସହିତ କରୁଛି, ୪୧ ଜଣକ ଜୀବନ କୁ ଯେଉଁ ଦିନ ବଞ୍ଚେଇ ଟନେଲ ବାହାରକୁ ଆଣିବେ ସେଦିନ ଭାରତ ୪୧ଥର ବିଶ୍ୱକପ ଜିତିଲା ।ପୁରା ଭାରତ ବାସୀଙ୍କୁ ଅନୁରୋଧ କ୍ରିକେଟ ବିଶ୍ୱକପ ପାଇଁ ଯେମିତି ପୂଜାର୍ଚ୍ଚନା କରିଥିଲେ , ତାଠାରୁ ଯଥେଷ୍ଟ ଅଧିକ ଭଗବାନଙ୍କ ନିକଟରେ ପ୍ରାଥନା କରନ୍ତୁ କି ୪୧ଟି ପରିବାର ଲୋକେ ଶାନ୍ତିରେ ତାଙ୍କ ଘର ଲୋକଙ୍କୁ ଫେରିପାଇବେ।President Joe Biden President of India PMO India PM MODI Governor Odisha Uttrakhand Naveen Patnaik Cmo


error: Content is protected !!