କାର୍‌ ଧକ୍କାରେ ୩ ମୃତ


ନୟାଗଡ଼ର ଦଶପଲ୍ଲା ସୁବଳୟାରେ ସଡ଼କ ଦୁର୍ଘଟଣା।କାର୍‌ ଧକ୍କାରେ ୩ ବାଇକ୍‌ ଆରୋହୀ ମୃତ।ଦୀପକ ମେଡିନିରା, ନୀଳକଣ୍ଠ ଜାନି ଓ ଗୋକୁଳାନନ୍ଦ ନାୟକ ମୃତ।ମୃତକମାନେ ଦଶପଲ୍ଲା ଅଞ୍ଚଳର, କାର୍‌ଟି ଛତିଶଗଡ଼ର।ଦଶପଲ୍ଲା ଥାନା ପୋଲିସର ତଦନ୍ତ ଜାରି।


error: Content is protected !!