ପବିତ୍ର ‘କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ’


ଆ କା ମା ବୈ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧରମ ମୋର ପବିତ୍ର ‘କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ’ ଉତ୍ସବ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନୌବାଣିଜ୍ୟ ପରମ୍ପରା ଓଡ଼ିଶାର ଗୌରବମୟ ଓ ସମୃଦ୍ଧିଶାଳୀ ଅତୀତର ପରିଚୟ। ଏହି ଗରିମାମୟ ଇତିହାସକୁ ସ୍ମରଣ କରି ଆସନ୍ତୁ ଏକ ହୋଇ ଓଡ଼ିଶାର ସମୃଦ୍ଧି ପାଇଁ କାର୍ଯ୍ୟ କରିବା।ଜୟ ଜଗନ୍ନାଥ ।


error: Content is protected !!