ରାହାସ ପୂର୍ଣ୍ଣମୀ


ପବିତ୍ର କାର୍ତ୍ତିକ ମାସରେ “ରାହାସ ପୂର୍ଣ୍ଣମୀ” ଅବସରରେ ଓଡ଼ିଆଙ୍କ ଗୌରବମୟ ବାଣିଜ୍ୟର ଇତିହାସକୁ ମନେ ପକେଇ ବାଲିଯାତ୍ରା, କାର୍ତ୍ତିକ,ରାହାସ ପୁନେଇଁରେ ସମସ୍ତଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା, ଶୁଭକାମନା ଟାଙ୍ଗୀ -ଚୌଦ୍ୱାର ବ୍ଲକ ଅଧୀନରେ ଥିବା ମୁଣ୍ଡୁମାଳ ଠାରେ ରାହାସ ପୂଜା କମିଟି ଆନୁକୂଲ୍ୟରେ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶରତ ରାସ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସନ୍ନମାନୀତ ଅଥିଥିଭାବେ ଯୋଗଦେବା ସହ ଏଭଳି ଏକ ଭବ୍ୟଆୟୋଜନ କରିଥିବାରୁ ଆୟୋଜକ, ନେତୃମଣ୍ଡଳୀ ମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଲେ ଟାଙ୍ଗୀ -ସାଲେପୁର ମାଟିର ଲୋକପ୍ରିୟ ନେତା ହିମାଂଶୁ ମହାନ୍ତି।


error: Content is protected !!