ବଙ୍ଗୋପସାଗରରେ ଦେଖାଦେଇଛି ବାତ୍ୟା ସମ୍ଭାବନା


ଯାହା ଆଶଙ୍କା କରାଯାଉଥିଲା ତାହା ଧିରେ ଧିରେ ସତ ହେଉଛି । ବଙ୍ଗୋପସାଗରରେ ଦେଖାଦେଇଛି ବାତ୍ୟା ସମ୍ଭାବନା । IMD GFS ବା ଗ୍ଲୋବାଲ ଫରକାଷ୍ଟିଂ ସିଷ୍ଟମ ଆଉ ପାଦେ ଆଗକୁ ଯାଇ ବାତ୍ୟା ସୃଷ୍ଟି ହେବା ଏବଂ କେଉଁଠି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ସେନେଇ ପୂର୍ବାନୁମାନ କରିଛି ।


error: Content is protected !!