ଆସୁଛି ବଡ଼ ବର୍ଷା ଛୁଟି ବାତିଲ


ଆସୁଛି ବଡ଼ ବର୍ଷା ଛୁଟି ବାତିଲ।୫ ଜିଲ୍ଲାର ଫିଲ୍ଡ ଅଫିସରଙ୍କ ଛୁଟି ବାତିଲ।୩ରୁ ୬ତାରିଖ ଯାଏ ଛୁଟି ବାତିଲ।ମାଲକାନଗିରି, କୋରାପୁଟ, ରାୟଗଡ଼ା,ଗଜପତି, ଗଞ୍ଜାମ।୫ଜିଲ୍ଲାର ଫିଲ୍ଡ ଅଫିସରଙ୍କ ଛୁଟି ବାତିଲ କଲେ ସରକାର।


error: Content is protected !!