ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ଅଧିକାରୀ ଓ କର୍ମଚାରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଆଜି ମୋହନା ଜଙ୍ଗଲ ହସୁଛି l କାମ୍ପା ଯୋଜନା ମାଧ୍ୟମରେ ମୋହନା ର ୨୫ ହେକ୍ଟର ଜମିରେ ୧୨୫୦୦ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିବା ସହିତ ଜଙ୍ଗଲ ସୁରକ୍ଷା ପାଇଁ ବାଡ଼ ପକା ଯାଇଚି, ଜଙ୍ଗଲ ପୋଡ଼ି କୁ ରୋକିବା ପାଇଁ ଫାୟାର ଲାଇନ୍ କରୁଛନ୍ତି, ବାଉଁଶ, ଅଶୋକ, ଅର୍ଜୁନ, ତେନ୍ତୁଳି, ଗମ୍ବାରୀ ସହିତ କିଛି ଫଳଗଛ ମଧ୍ଯ ଲଗାଇଛନ୍ତି, ବର୍ତ୍ତମାନ ଲୋକେ ଶୁଷ୍କ ଅମ୍ଳଜାନ ପାଇଁ ସକାଳ ସନ୍ଧ୍ଯା ସମୟରେ ଜଙ୍ଗଲ କୁ ବୁଲିବା ପାଇଁ ଆସି ବିଭାଗୀୟ ଅଧିକାରୀ ରେଞ୍ଜର ଲକ୍ଷ୍ମୀ ପ୍ରସାଦ, ଫରେଷ୍ଟର ଲକ୍ଷ୍ମୀକାନ୍ତ ପାତ୍ର, ଗାର୍ଡ ଗଙ୍ଗାଧର ଭୂୟା, ASS ସ୍କ୍ୱାର୍ଡ କେଦାର ବେହରା ଓ ଷ୍ଟାଫ୍ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି l

More Stories
ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ
କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର