ଡେରାବିଶ ବ୍ଲକ ଅନ୍ତର୍ଗତ ଗୋଲରହାଟ ଗ୍ରାମ ପଂଚାୟତ ର ଧୂମୁକା ଗ୍ରାମର ମୃତୁଞ୍ଜୟ ରାଉତ ଏବଂ ଗୋବିନ୍ଦ ରାଉତଙ୍କ ଘରପୋଡି ଯାଇଥିବା ଖବର ପାଇ ଆଜି ଡେରାବିଶ ବ୍ଲକ ବିଜେଡି ସଭାପତି ତଥା ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦେବାଶିଷ ଆଚାର୍ଯ୍ୟ ପହଂଚି କିପରି ସମସ୍ତ ସରକାରୀ ସୁବିଧା ମିଳିବ ବି. ଡି. ଓ ଏବଂ ତସିଲଦାର ସହିତ ଯୋଗାଯୋଗ କରିଥିଲେ, ଏହି ଅବସରରେ ଉପସ୍ଥିତ ଥିଲେ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ତ୍ରିଲୋଚନ ରାଉତ, ସମିତି ସଭ୍ୟ କରୁଣାକର କାଣ୍ଡି ପ୍ରମୁଖ |


error: Content is protected !!