ଓଡ଼ିଶାରେ ୧ନଂ ହେବୁ ପିସିସି ସଭାପତି


ଓଡ଼ିଶାରେ ୧ନଂ ହେବୁ ପିସିସି ସଭାପତି।ତେଲେଙ୍ଗାନା ଭଳି ଓଡ଼ିଶାରେ ୧ନଂ ହେବୁ କହିଲେ ପିସିସି ସଭାପତି।ତେଲେଙ୍ଗାନାରେ ମଧ୍ୟ କଂଗ୍ରେସର ସ୍ଥିତି ଓଡ଼ିଶା ଭଳି ଥିଲା।ସେଠି ଏକ ନମ୍ବର ହେଲା,ଏଠି ବି ହେବ।ମିଶନ ୯୦ ସଫଳ ହେବ।


error: Content is protected !!